ମହୀଧରପଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ଦୁରବସ୍ଥା : ଡାକ୍ତର, ନର୍ସଙ୍କ ପାଇଁ ବସିବାକୁ ଜାଗା ନାହିଁ

ଫୁଲନଖରା: ୭୦ ବର୍ଷର ପୁରୁଣା ବାରଙ୍ଗ ବ୍ଲକ ମହୀଧରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ସମସ୍ୟାରେ ଜର୍ଜରିତ। ୫ ଜଣ ଡାକ୍ତର, ଜଣେ ଆୟୁର୍ବେଦିକ ଡାକ୍ତର, ୨ ଜଣ ଫାର୍ମାସିଷ୍ଟ, ୫/୬ ଜଣ ନର୍ସ, ଏଭଳି ପ୍ରାୟ ୩୦ ଜଣ ଡାକ୍ତର-କର୍ମଚାରୀ ଅଛନ୍ତି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ। ସ୍ତ୍ରୀ-ପ୍ରସୂତି, ଶିଶୁ ରୋଗ ଭଳି ଆବଶ୍ୟକ ବିଶେଷଜ୍ଞ ବି ଅଛନ୍ତି। କିନ୍ତୁ ସେମାନଙ୍କ ପାଇଁ ରହିବାକୁ କ୍ବାର୍ଟର ନାହିଁ। କ୍ବାର୍ଟର ମରାମତି ଆଳରେ … Continue reading ମହୀଧରପଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ଦୁରବସ୍ଥା : ଡାକ୍ତର, ନର୍ସଙ୍କ ପାଇଁ ବସିବାକୁ ଜାଗା ନାହିଁ